ଅନୁକରଣ Anukaraṇa

  • ସଂ. ବି. (ଅନ=ସଦୃଶ+କୃ ଧାତୁ+ଅନ=ସଦୃଶକରଣ) — ସଦୃଶୀକରଣ; ପ୍ରତିରୂପକରଣ; ନକଲ କରିବା — Copying
  • ସଂ. ବି. (ଅନ=ସଦୃଶ+କୃ ଧାତୁ+ଅନ=ସଦୃଶକରଣ) — ଅନ୍ୟର କାର୍ଯ୍ୟ ଦେଖି ସେହିପରି କରିବା — Imitation