ଅନୁ Anu

  • ସଂ. ଉପସର୍ଗ—ଶବ୍ଦ ବା ଧାତୁର ପୂର୍ବରେ ଯୁକ୍ତ ହେଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ — ପଶ୍ଚାତ୍; ପଛରେ (ଯଥା—ଅନୁଜ) — After
  • ସଂ. ଉପସର୍ଗ—ଶବ୍ଦ ବା ଧାତୁର ପୂର୍ବରେ ଯୁକ୍ତ ହେଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ — ସଦୃଶ (ଯଥା—ଅନୁକରଣ) — After
  • ସଂ. ଉପସର୍ଗ—ଶବ୍ଦ ବା ଧାତୁର ପୂର୍ବରେ ଯୁକ୍ତ ହେଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ — ଅଧୀନ; ଅଧଃ (ଯଥା—ଅନୁକର୍ଷଣ) — Below
  • ସଂ. ଉପସର୍ଗ—ଶବ୍ଦ ବା ଧାତୁର ପୂର୍ବରେ ଯୁକ୍ତ ହେଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ — ନିକୃଷ୍ଟ. ହୀନ; ଅଧମ (ଯଥା—ଅନୁକଳ୍ପ) — Lower
  • ସଂ. ଉପସର୍ଗ—ଶବ୍ଦ ବା ଧାତୁର ପୂର୍ବରେ ଯୁକ୍ତ ହେଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ — ସହିତ (ଯଥା—ଅନୁକମ୍ପା; ଅନୁପାନ) — With; together
  • ସଂ. ଉପସର୍ଗ—ଶବ୍ଦ ବା ଧାତୁର ପୂର୍ବରେ ଯୁକ୍ତ ହେଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ — ଅଂଶ (ଯଥା—ଅନୁକଳ୍ପ) — Part
  • ସଂ. ଉପସର୍ଗ—ଶବ୍ଦ ବା ଧାତୁର ପୂର୍ବରେ ଯୁକ୍ତ ହେଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ — ପରସ୍ପର; ଅନ୍ୟୋଽନ୍ୟ (ଯଥା—ଅନୁକଥନ) — Mutually
  • ସଂ. ଉପସର୍ଗ—ଶବ୍ଦ ବା ଧାତୁର ପୂର୍ବରେ ଯୁକ୍ତ ହେଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ — ସମୀପ (ଯଥା—ଅନୁଗଙ୍ଗ) — Near
  • ସଂ. ଉପସର୍ଗ—ଶବ୍ଦ ବା ଧାତୁର ପୂର୍ବରେ ଯୁକ୍ତ ହେଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ — ବହିର୍ଭାଗ — Outside
  • ସଂ. ଉପସର୍ଗ—ଶବ୍ଦ ବା ଧାତୁର ପୂର୍ବରେ ଯୁକ୍ତ ହେଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ — ବୀପ୍ସାର୍ଥ (ଯଥା—ଅନୁକ୍ଷଣ; ଅନୁଦିନ) — Repetition
  • ସଂ. ଉପସର୍ଗ—ଶବ୍ଦ ବା ଧାତୁର ପୂର୍ବରେ ଯୁକ୍ତ ହେଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ — ଚିହ୍ନ — Sign
  • ସଂ. ଉପସର୍ଗ—ଶବ୍ଦ ବା ଧାତୁର ପୂର୍ବରେ ଯୁକ୍ତ ହେଲେ ନିମ୍ନଲିଖିତ ଅର୍ଥମାନ ବୁଝାଏ — ଆୟାସ; ପରିଶ୍ରମ — Exertion