ଅନୁକ Anuka

  • ସଂ. ବିଣ. ପୁଂ. (ଅନୁ+କମ ଧାତୁ=କାମନା କରିବା+ କର୍ତ୍ତୃ. ଅ) — କାମୀ; କାମାସକ୍ତ; କାମୁକ — Lascivious; Iustful