ଅନୁକର୍ମେ Anukarme

  • ଗ୍ରା. କ୍ରି. ବିଣ (ସଂ. ଅନୁକ୍ରମ) — ଅନୁସାରେ; ଅନୁକ୍ରମେ — According to
  • ଗ୍ରା. କ୍ରି. ବିଣ (ସଂ. ଅନୁକ୍ରମ) — ଧାରାବାହିକରୂପେ — Serially