ଅନୁକର୍ଷ Anukarsha

  • ସଂ. ବି (ଅନୁ=ନିମ୍ନରେ+କୃଷ ଧାତୁ=ଆକର୍ଷଣ କରିବା+ ଭାବ. ଅ) — ଅଧଃସ୍ଥିତ ଯେଉଁ କାଠଦ୍ୱାରା ଗାଡ଼ି ବା ରଥ ଟଣାଯାଏ — The shaft of a car or a carriage
  • ସଂ. ବି (ଅନୁ=ନିମ୍ନରେ+କୃଷ ଧାତୁ=ଆକର୍ଷଣ କରିବା+ ଭାବ. ଅ) — 2 ନିମ୍ନରୁ ଆକର୍ଷଣ — 2ନିମ୍ନରୁ ଆକର୍ଷଣ—2. Attraction from below
  • ସଂ. ବି (ଅନୁ=ନିମ୍ନରେ+କୃଷ ଧାତୁ=ଆକର୍ଷଣ କରିବା+ ଭାବ. ଅ) — (ନ୍ୟାୟ ଓ ବ୍ୟାକରଣ) — (metaphysics & grammar) Repetition of a word used in a previous aphorism in a subsequent proposition