ଅନିୟମ Aniyama
- ସଂ. ବି. (ନଞ ତତ୍; ଅ+ନିୟମ) — ନିୟମର ଅଭାବ — Want of rule; irregularty
- ସଂ. ବି. (ନଞ ତତ୍; ଅ+ନିୟମ) — ଅସ୍ଥିରତା — unsettledness
- ସଂ. ବି. (ନଞ ତତ୍; ଅ+ନିୟମ) — ଅନୁଚିତ ଆଚରଣ — Improper conduct
- ସଂ. ବି. (ନଞ ତତ୍; ଅ+ନିୟମ) — ବେଧାରା — Disorder
- ସଂ. ବି. (ନଞ ତତ୍; ଅ+ନିୟମ) — ଧାରାର ଅଭାବ — Want of fixed order
- ସଂ. ବି. (ନଞ ତତ୍; ଅ+ନିୟମ) — ସନ୍ଦେହ — Doubt (M.W.)
- ସଂ. ବିଣ. (ବହୁବ୍ରୀହ) — ନିୟମରହିତ — Irregular; having no rule
- ସଂ. ବିଣ. (ବହୁବ୍ରୀହ) — ଧାରା ଅନୁସାରେ କାର୍ଯ୍ୟ ନ କରିବା — Not conforming to any fixed order