ଅନିୟତ Aniyata
- ସଂ. ବିଣ. (ଅ+ନିୟତ) — ଅନିୟନ୍ତ୍ରିତ — Not regulated; uncontrolled
- ସଂ. ବିଣ. (ଅ+ନିୟତ) — ଅବାଧ — Unrestrained
- ସଂ. ବିଣ. (ଅ+ନିୟତ) — ଅନିୟମିତ — Irregular
- ସଂ. ବିଣ. (ଅ+ନିୟତ) — ସାମୟିକ; ଅନିର୍ଦ୍ଦିଷ୍ଟ ସମୟରେ ଘଟୁଥିବା — Casual; incidental
- ସଂ. ବିଣ. (ଅ+ନିୟତ) — ଅନିଶ୍ଚିତ; ଅନିର୍ଦ୍ଦିଷ୍ଟ — Unfixed; indeterminate, indefinite; uncertain
- ସଂ. ବିଣ. (ଅ+ନିୟତ) — ପରିବର୍ତ୍ତନଶୀଳ — Changing
- ସଂ. ବିଣ. (ଅ+ନିୟତ) — ଅସ୍ଥାୟୀ — Not permanent