ଅନିଯୁକ୍ତ Anij̄ukta

  • ସଂ. ବିଣ. (ଅ+ନିଯୁକ୍ତ) — କାର୍ଯ୍ୟରେ ମୁକରର କରାଯାଇ ନ ଥିବା — Not appointed
  • ସଂ. ବିଣ. (ଅ+ନିଯୁକ୍ତ) — ଯେ କ୍ଷମତାପ୍ରାପ୍ତ ନୁହେ — Not authorised
  • ସଂ. ବି. (ସ୍ମୃତି) — ଧର୍ମାଧିକରଣ ବା ବିଚାରାଳୟରେ ଉପସ୍ଥିତ ଆସେସର୍ ଯେ ବିଧିମତେ ନିଯୁକ୍ତି ହୋଇ ନ ଥିବାରୁ ଭୋଟ ଦେବାକୁ ଅପାରଗ — An assessor at a court who has not been formally appointed and is not entitled to vote (M.W.)