ଅନିର୍ଣ୍ଣୟ Anirṇṇaya

  • ସଂ. ବି. (ଅ+ନିର୍ଣ୍ଣୟ) — ନିଶ୍ଚୟର ଅଭାବ; ଅନିଶ୍ଚିତତା — Want of certainty; uncertainty
  • ସଂ. ବି. (ଅ+ନିର୍ଣ୍ଣୟ) — ମୀମାଂସାର ଅଭାବ — Indecision
  • ସଂ. ବି. (ଅ+ନିର୍ଣ୍ଣୟ) — ସନ୍ଦେହ — Doubt