ଅନମ Anama

  • ସଂ. ବିଣ. (ଅ+ନମ ଧାତୁ+କର୍ତ୍ତୃ. ଅ) — ଅନତ — Not bent
  • ସଂ. ବିଣ. (ଅ+ନମ ଧାତୁ+କର୍ତ୍ତୃ. ଅ) — ଯେ ଅନ୍ୟକୁ ନମସ୍କାର କରେ ନାହିଁ — One who makes no salutation to another
  • ସଂ. ବି. ପୁଂ. — ବ୍ରାହ୍ମଣ — A Brāhmaṇa