ଅନଭ୍ୟସିତ Anabhyasita

  • ସଂ. ବିଣ. (ନ+ଅଭ୍ୟସିତ) — ଅଭ୍ୟାସ କରାଯାଇ ନ ଥିବା — Not practised
  • ସଂ. ବିଣ. (ନ+ଅଭ୍ୟସିତ) — ନିୟମିତରୂପେ ବ୍ୟବହୁତ ହେଉ ନ ଥିବା — Disused; neglected