ଅନରଥ Anaratha

  • ଗ୍ରା. (ପଦ୍ୟ) ବି. (ସଂ. ଅନର୍ଥ) — ଅନର୍ଥ (ଦେଖ) — Anartha (See)
  • ଗ୍ରା. (ପଦ୍ୟ) ବି. (ସଂ. ଅନର୍ଥ) — ବିନୟ ପରାକ୍ରମ କ୍ଷମା ଆଚରଣ / ଅକୀର୍ତ୍ତି ଅନରଥ କ୍ରୋଧ ଅଲକ୍ଷଣ। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।