ଅନରଣ୍ୟ Anaraṇya

  • ସଂ. (ନାମ) — ସୂର୍ଯ୍ୟବଂଶୀୟ ଅଯୋଧ୍ୟାର ରାଜାବିଶେଷ (ରାବଣ ଦିଗ୍ବିଜୟ ସମୟରେ ଏହାଙ୍କୁ ବଧ କରିବାରୁ ଏ ଅଭିଶାପ ଦେଇଥିଲେ ଯେ ମୋ ବଂଶଧର ହାତରେ ତୁ ନିହତ ହେବୁ) — Name of a king of the Solar Dynasty