ଅନଭ୍ରବୃଷ୍ଟି Anabhrabṛushṭi

  • ସଂ. ବି. (କର୍ମଧା; ପୂର୍ବରୁ ମେଘ ନ ଉଠାଇ ହଠାତ୍ ବର୍ଷା ହେବା) — (ଲକ୍ଷଣାର୍ଥ) ଅପ୍ରତ୍ୟାଶିତ ପ୍ରାପ୍ତି — Unexpected acquisition (M.W.)