ଅନତ Anata

  • ସଂ. ବିଣ. (ଅ+ନତ) — ଯାହା ନଇଁ ନାହିଁ — Not bent
  • ସଂ. ବିଣ. (ଅ+ନତ) — ଯାହା ନଇଁ ପଡ଼ି ନାହିଁ — Not bowed down
  • ସଂ. ବିଣ. (ଅ+ନତ) — ସିଧା; ଠିଆ — Erect; stiff
  • ସଂ. ବିଣ. (ଅ+ନତ) — ଗର୍ବୀ — Haughty (M.W.)