ଅନଡୁହ୍ Anaḍuh

  • ସଂ. ବି. ଫୁ. (ଅନସ୍=ଶକଟ+ବହ ଧାତୁ=ବୋହିବା+ କର୍ତ୍ତୃ. କ୍ୱିପ; ଯେ ଶଗଡ଼ ବୁହେ) — ଅଣ୍ଡିରା ବାଛୁରୀ — A male calf
  • ସଂ. ବି. ଫୁ. (ଅନସ୍=ଶକଟ+ବହ ଧାତୁ=ବୋହିବା+ କର୍ତ୍ତୃ. କ୍ୱିପ; ଯେ ଶଗଡ଼ ବୁହେ) — ଦାମୁ଼ଡ଼ି — Young bullock
  • ସଂ. ବି. ଫୁ. (ଅନସ୍=ଶକଟ+ବହ ଧାତୁ=ବୋହିବା+ କର୍ତ୍ତୃ. କ୍ୱିପ; ଯେ ଶଗଡ଼ ବୁହେ) — ବୃଷଭ; ଷଣ୍ଢ — Bull
  • ସଂ. ବି. ଫୁ. (ଅନସ୍=ଶକଟ+ବହ ଧାତୁ=ବୋହିବା+ କର୍ତ୍ତୃ. କ୍ୱିପ; ଯେ ଶଗଡ଼ ବୁହେ) — ବୃଷରାଶି — The sign Taurus