ଅନଟନ Anaṭana

  • ସଂ. ବି. (ବହୁବ୍ରୀହି; ନ+ଅଟନ=ଚଳନ; ଯାହା ଚଳେ ନାହିଁ; ଅଚଳ ଅବସ୍ଥା) — ଅଭାବ — Want
  • ସଂ. ବି. (ବହୁବ୍ରୀହି; ନ+ଅଟନ=ଚଳନ; ଯାହା ଚଳେ ନାହିଁ; ଅଚଳ ଅବସ୍ଥା) — ନିଅଣ୍ଟ ଅବସ୍ଥା — Inadequacy; insufficiency
  • ସଂ. ବିଣ — ଅପ୍ରତୁଳ; ନିଅଣ୍ଟ — Inadequate; insufficient