ଅନତିକ୍ରମ Anatikrama
- ସଂ. ବି (ନ+ଅତିକ୍ରମ) — ଅଲଙ୍ଘନ — Not passing over; not transgressing
- ସଂ. ବି (ନ+ଅତିକ୍ରମ) — ସମତା; ସମସ୍ୟା — Moderation
- ସଂ. ବି (ନ+ଅତିକ୍ରମ) — ଅନିବର୍ତ୍ତନ — Non-return
- ସଂ. ବି (ନ+ଅତିକ୍ରମ) — ଔଚିତ୍ୟ — Propriety
- ସଂ. ବି (ନ+ଅତିକ୍ରମ) — (ଆଦେଶ ଆଦି) ମାନିବା — Obeying