ଅନତିକ୍ରମଣୀୟ Anatikramaṇīya

  • ସଂ. ବିଣ. (ନ+ଅତିକ୍ରମଣୀୟ) — ଯାହା ଲଙ୍ଘନ କରାଯାଇ ନ ପାରେ — Which cannot be passed over or transgressed
  • ସଂ. ବିଣ. (ନ+ଅତିକ୍ରମଣୀୟ) — ଅବଶ୍ୟ ପାଳନୀୟ — Inviolable
  • ସଂ. ବିଣ. (ନ+ଅତିକ୍ରମଣୀୟ) — ଯାହାକୁ କେହି ପାରି ହୋଇ ନ ପାରେ — Not to be crossed; uncrossable
  • ସଂ. ବିଣ. (ନ+ଅତିକ୍ରମଣୀୟ) — ଯାହାକୁ ଏଡ଼ି ଦିଆ ଯାଇ ନ ପାରେ — Unavoidable