ଅଧ୍ୟାସ Adhyāsa
- ସଂ. ବି. (ଅଧି+ଅସ ଧାତୁ=କ୍ଷେପଣ; କଳ୍ପନ+ଭାବ. ଅ) — ଅଧ୍ୟାରୋପ (ଦେଖ) — Adhyāropa (See)
- ସଂ. ବି. (ଅଧି+ଅସ ଧାତୁ=କ୍ଷେପଣ; କଳ୍ପନ+ଭାବ. ଅ) — (ଅଧି+ଆସ ଧାତୁ=ବସିବା+ଭାବ. ଅନ) — ଉପବେଶନ; ଉପରେ ବସିବା— . Act of sitting down upon
- ସଂ. ବି. (ଅଧି+ଅସ ଧାତୁ=କ୍ଷେପଣ; କଳ୍ପନ+ଭାବ. ଅ) — ଆସନ — A seat
- ସଂ. ବି. (ଅଧି+ଅସ ଧାତୁ=କ୍ଷେପଣ; କଳ୍ପନ+ଭାବ. ଅ) — ସଭାରେ ଅଧ୍ୟକ୍ଷତା — Presiding over
- ସଂ. ବି. (ଅଧି+ଅସ ଧାତୁ=କ୍ଷେପଣ; କଳ୍ପନ+ଭାବ. ଅ) — ଉପନିବେଶ — A settlement
- ସଂ. ବି. (ଅଧି+ଅସ ଧାତୁ=କ୍ଷେପଣ; କଳ୍ପନ+ଭାବ. ଅ) — ସମ୍ଭୋଗ — Cohabitation