ଅଧ୍ୟାରୂଢ଼ Adhyārūṟḍ̠ẖa
- ସଂ. ବିଣ. (ଅଧି+ଆ+ରୁହ ଧାତୁ+କର୍ତ୍ତୃ. ତ) — (ବାହନାଦିର) ଉପରେ ଚଢ଼ିଥିବା — Mounted on; ascended on
- ସଂ. ବିଣ. (ଅଧି+ଆ+ରୁହ ଧାତୁ+କର୍ତ୍ତୃ. ତ) — (ସମାସରେ) ଉତ୍କୃଷ୍ଟତର — Superior to
- ସଂ. ବିଣ. (ଅଧି+ଆ+ରୁହ ଧାତୁ+କର୍ତ୍ତୃ. ତ) — ଉଚ୍ଚକୁ ଉଠିଥିବା — Elevated; raised above
- ସଂ. ବିଣ. (ଅଧି+ଆ+ରୁହ ଧାତୁ+କର୍ତ୍ତୃ. ତ) — (ସମାସରେ) ନିକୃଷ୍ଟତର — Inferior to
- ସଂ. ବିଣ. (ଅଧି+ଆ+ରୁହ ଧାତୁ+କର୍ତ୍ତୃ. ତ) — ଅତ୍ୟଧିକ — Excessive
- ସଂ. ବିଣ. (ଅଧି+ଆ+ରୁହ ଧାତୁ+କର୍ତ୍ତୃ. ତ) — ଅଧିକା; ବହକା — Extra; additional
- ସଂ. ବିଣ. (ଅଧି+ଆ+ରୁହ ଧାତୁ+କର୍ତ୍ତୃ. ତ) — (ସମାସରେ) ଅପେକ୍ଷା ଅଧିକ — More than
- ସଂ. ବିଣ. (ଅଧି+ଆ+ରୁହ ଧାତୁ+କର୍ତ୍ତୃ. ତ) — (ସମାସରେ) ଉପରେ — Above