ଅଧ୍ୟାସିତ Adhyāsita

  • ସଂ. ବି. (ଅଧି+ଆସ ଧାତୁ+କର୍ତ୍ତୃ. ତ) — ଉପବିଷ୍ଟ — Seated upon
  • ସଂ. ବି. (ଅଧି+ଆସ ଧାତୁ+କର୍ତ୍ତୃ. ତ) — ବାସ କରାଯାଇଥିବା — Inhabited
  • ସଂ. ବି. (ଅଧି+ଆସ ଧାତୁ+କର୍ତ୍ତୃ. ତ) — ସଭାପତିଙ୍କ ଆସନରେ ଉପବିଷ୍ଟ — Seated in a presidential chair
  • ସଂ. ବି. (ଅଧି+ଆସ ଧାତୁ+କର୍ତ୍ତୃ. ତ) — ଅଧିଷ୍ଠିତ; ପ୍ରତିଷ୍ଠିତ — Settled