ଅଧ୍ୟାସୀ Adhyāsī

  • ସଂ. ବିଣ. ପୁଂ. (ଅଧି+ଆସ ଧାତୁ+କର୍ତ୍ତୃ. ଅନ୍ 1 ମା. 1 ବ.) — ଉପବେଶନ କରିଥିବା; ଅଧିରୂଢ଼ — Sitting down
  • ସଂ. ବିଣ. ପୁଂ. (ଅଧି+ଆସ ଧାତୁ+କର୍ତ୍ତୃ. ଅନ୍ 1 ମା. 1 ବ.) — ଉପରେ ବସିଥିବା — Seated upon