ଅଧ୍ୟାରୋପ Adhyāropa
- ସଂ. ବି. (ଅଧି+ଆ+ରୁହ ଧାତୁ ଣିଚ; ରୋପି ଧାତୁ+ ଭାବ. ଅ) — ଉପରକୁ ଉଠାଇବା — Raising; elevating
- ସଂ. ବି. (ଅଧି+ଆ+ରୁହ ଧାତୁ ଣିଚ; ରୋପି ଧାତୁ+ ଭାବ. ଅ) — ଭ୍ରାନ୍ତଜ୍ଞାନ — Erroneous knowledge
- ସଂ. ବି. (ଅଧି+ଆ+ରୁହ ଧାତୁ ଣିଚ; ରୋପି ଧାତୁ+ ଭାବ. ଅ) — ମଞ୍ଜି ବୁଣିବା — Sowing (Apte)
- ସଂ. ବି. (ଅଧି+ଆ+ରୁହ ଧାତୁ ଣିଚ; ରୋପି ଧାତୁ+ ଭାବ. ଅ) — (ବେଦାନ୍ତଦର୍ଶନ) ଏକ ପଦାର୍ଥରେ ଭୁଲକ୍ରମେ ଅନ୍ୟ ପଦାର୍ଥର କଳ୍ପନା — Wrong attribution erroneously attributing the properties of one thing to another
- ସଂ. ବି. (ଅଧି+ଆ+ରୁହ ଧାତୁ ଣିଚ; ରୋପି ଧାତୁ+ ଭାବ. ଅ) — (ଯଥା—ରଜ୍ଜୁ ଦେଖି ତାହା ସର୍ପ ଥିବାର ଭୁଲରେ ବିଚାରିଲା ପରି ଜଡ଼ ଜଗତ୍କୁ ଦେଖି ତାହା ଭୁଲରେ ବ୍ରହ୍ମ ବା ଈଶ୍ୱର ବୋଲି କଳ୍ପନା କରିବା।)