ଅଧ୍ୟଶନ Andhyaṡana

  • ସଂ. ବି. (ଅଧି+ଅଶନ) — ଅଜୀର୍ଣ୍ଣରେ ଭୋଜନ; ଭୋଜନ ଉପରେ ଭୋଜନ; ଖାଦ୍ୟଦ୍ରବ୍ୟ ଜୀର୍ଣ୍ଣ ନ ହେଉଣୁ ପୁଣି ଭୋଜନ — Eating too soon after a meal
  • ସଂ. ବି. (ଅଧି+ଅଶନ) — ଅତି ଭୋଜନ — Excessive eating; over-feeding