ଅଧ୍ୟର୍ଦ୍ଧ Adhyarddha

  • ସଂ. ବିଣ. (ଅଧି=ଅଧିକ+ଅର୍ଦ୍ଧ) — ସାର୍ଦ୍ଧ; ଦେଢ଼; କୌଣସି ପଦାର୍ଥ ସଙ୍ଗେ ତହିଁର ଅଧେ ମିଳିତ ହୋଇ ଯେଉଁ ପରିମାଣ ହୁଏ — One and half
  • ସଂ. ବି — ପୂର୍ଣ୍ଣବସ୍ତୁ ଓ ତହିଁ ସଙ୍ଗେ ଆହୁରି ଅଧେ ମିଶିଥିବା — One and a half
  • ସଂ. ବି — ପବନ; ବାୟୁ — Wind (Apte.)