ଅଧ୍ୟାକ୍ରାନ୍ତ Adhyākrānta

  • ସଂ. ବିଣ. (ଅଧି+ଆ+କ୍ରମ ଧାତୁ+କର୍ମ. ତ) ଆକ୍ରମଣ କରାଯାଇଥିବା — Attacked
  • ସଂ. ବିଣ. (ଅଧି+ଆ+କ୍ରମ ଧାତୁ+କର୍ମ. ତ) ଅଧିକୃତ — Occupied; taken possession of
  • ସଂ. ବିଣ. (ଅଧି+ଆ+କ୍ରମ ଧାତୁ+କର୍ମ. ତ) ମନୋନୀତ — Chosen