ଅଧ୍ୟଂଚ୍ Adhyaṁch

  • ସଂ. ବିଣ (ଅଧି+ଅଂଚ ଧାତୁ+କର୍ତ୍ତୃ. କ୍ୱିପ୍) — ଉପରକୁ ଉଠୁଥିବା — 1. Tending upwards
  • ସଂ. ବିଣ (ଅଧି+ଅଂଚ ଧାତୁ+କର୍ତ୍ତୃ. କ୍ୱିପ୍) — ଅଗ୍ରସର ହେଉଥିବା — Advancing
  • ସଂ. ବିଣ (ଅଧି+ଅଂଚ ଧାତୁ+କର୍ତ୍ତୃ. କ୍ୱିପ୍) — ପ୍ରଧାନ; ଉତ୍କୃଷ୍ଟ — Superior; eminent
  • ସଂ. ବିଣ (ଅଧି+ଅଂଚ ଧାତୁ+କର୍ତ୍ତୃ. କ୍ୱିପ୍) — ପୂଜ୍ୟ — Adorable
  • ସଂ. ବିଣ (ଅଧି+ଅଂଚ ଧାତୁ+କର୍ତ୍ତୃ. କ୍ୱିପ୍) — ଯେ ପାଏ — Obtaining
  • ସଂ. ବିଣ (ଅଧି+ଅଂଚ ଧାତୁ+କର୍ତ୍ତୃ. କ୍ୱିପ୍) — ଅର୍ଜନକାରୀ — Acquiring