ଅଧ୍ୟବସାନ Adhyabasāna
- ସଂ. ବି. (ଅଧି+ଅବ+ସୋ ଧାତୁ=ସଂକଳ୍ପ କରିବା + ଭାବ. ଅନ) — ସଂକଳ୍ପ — Resolve; determination
- ସଂ. ବି. (ଅଧି+ଅବ+ସୋ ଧାତୁ=ସଂକଳ୍ପ କରିବା + ଭାବ. ଅନ) — ଚେଷ୍ଟା — Effort; attempt
- ସଂ. ବି. (ଅଧି+ଅବ+ସୋ ଧାତୁ=ସଂକଳ୍ପ କରିବା + ଭାବ. ଅନ) — (ଅଳଙ୍କାର ଶାସ୍ତ୍ର)—ଅଧ୍ୟବସାୟ (ଦେଖ) — Adhyabasāya (See)
- ସଂ. ବି. (ଅଧି+ଅବ+ସୋ ଧାତୁ=ସଂକଳ୍ପ କରିବା + ଭାବ. ଅନ) — (ଅଳଙ୍କାର)—ସଂକ୍ଷପ୍ତ ଓ ଓଜସ୍ୱିନୀ ଭାଷା — concise and forcible language (M.W.)