ଅଧ୍ୟଗ୍ନି Adhyagni
- ସଂ. ଅ. (ଅଧି=ସମୀପରେ+ଅଗ୍ନି) — ବିବାହକାଳୀନ ହୋମାଗ୍ନି ସମ୍ମୁଖରେ ବା ନିକଟରେ — Over or by the nuptial fire
- ସଂ. ବି — — 6ପ୍ରକାରର ସ୍ତ୍ରୀ ଧନ ମଧ୍ୟରୁ ଏକତମ; ବିବାହବେଦୀରେ ହୋମାଗ୍ନି ସମ୍ମୁଖରେ ପିତା ମାତା ସ୍ୱାମୀ ଓ ଭ୍ରାତା କନ୍ୟାକୁ ଯେଉଁ ଧନ ଉପହାର ଦିଅନ୍ତି—(ମନୁ—9—194)(Hindu law) A gift made to a girl at marriage i.e., before the nuptial fire