ଅଧ୍ୟବସାୟୀ Adhyabasāyī

  • ସଂ. ବିଣ. ପୁଂ ଅଧି+ଅବ+ସୋ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ.) — ଅବିଶ୍ରାନ୍ତଯତ୍ନଶୀଳ — Preserveing
  • ସଂ. ବିଣ. ପୁଂ ଅଧି+ଅବ+ସୋ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ.) — ଉଦ୍ୟମୀ — Energetic
  • ସଂ. ବିଣ. ପୁଂ ଅଧି+ଅବ+ସୋ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ.) — ଦୃଢ଼ପ୍ରତିଜ୍ଞ — Resolute