ଅଧିନାୟକ Adhināyaka

  • ସଂ. ବି. ପୁଂ. (ଅଧି=ପ୍ରଧାନ+ନାୟକ) — ସମସ୍ତଙ୍କର ଉପରେ କର୍ତ୍ତା — Over lord
  • ସଂ. ବି. ପୁଂ. (ଅଧି=ପ୍ରଧାନ+ନାୟକ) — ସମସ୍ତଙ୍କ ପ୍ରଭୁ — The chief master
  • ସଂ. ବି. ପୁଂ. (ଅଧି=ପ୍ରଧାନ+ନାୟକ) — ସର୍ଦ୍ଦାରକର୍ମଚାରୀ — Head officer