ଅଧିବକ୍ତ୍ର Adhibaktra

  • ସଂ. ବି. ପୁଂ. (ଅଧି+ବଚ ଧାତୁ+କର୍ତ୍ତୃ. ତ୍ର; ତୁଳନାକର ଇଂ. ଆଡ୍ଭୋକେଟ୍) — ଯେ କୌଣସି ବିଶିଷ୍ଟ ବିଷୟର ପକ୍ଷ ସମର୍ଥନ କରନ୍ତି — A person advocating a particular cause; an advocate
  • ସଂ. ବି. ପୁଂ. (ଅଧି+ବଚ ଧାତୁ+କର୍ତ୍ତୃ. ତ୍ର; ତୁଳନାକର ଇଂ. ଆଡ୍ଭୋକେଟ୍) — ବକ୍ତା — Orator
  • ସଂ. ବି. ପୁଂ. (ଅଧି+ବଚ ଧାତୁ+କର୍ତ୍ତୃ. ତ୍ର; ତୁଳନାକର ଇଂ. ଆଡ୍ଭୋକେଟ୍) — ମୁହଁ ଉପରେ ବନ୍ଧା ଯିବା ଶୀତବସ୍ତ୍ର; କମ୍ଫଟର୍ — A comforter