ଅଧିନାଥ Adhinātha

  • ସଂ. ବି. (ଅଧି=ଶ୍ରେଷ୍ଠ+ନାଥ) — ଶ୍ରେଷ୍ଠ ପ୍ରଭୁ; ଅଧିପତି — Supreme Lord
  • ସଂ. ବି. (ଅଧି=ଶ୍ରେଷ୍ଠ+ନାଥ) — ପତି; ସ୍ୱାମୀ — Husband
  • ସଂ. ବି. (ଅଧି=ଶ୍ରେଷ୍ଠ+ନାଥ) — ସର୍ଦ୍ଦାର — Head officer
  • ସଂ. ବି. (ଅଧି=ଶ୍ରେଷ୍ଠ+ନାଥ) — ଦେ. ବି. (ନାମ)
  • ସଂ. ବି. (ଅଧି=ଶ୍ରେଷ୍ଠ+ନାଥ) — ସଂସ୍କୃତ କାଳଯୋଗ ନାମକ ଗ୍ରନ୍ଥର ରଚୟିତାଙ୍କ ନାମ — Name of a Sanscrit author