ଅଧିପାତକ Adhipātaka

  • ସଂ. ବି. (ଅଧି+ପାତକ) — ମହାପାପ — Serious or grave sin
  • ସଂ. ବି. (ଅଧି+ପାତକ) — ଅନ୍ତକାଳେ ବୈକୁଣ୍ଠେ ଦିଅନ୍ତି ଚକ୍ରପାଣି / ନାନା ଅଧିପାତକରୁ ତରିଯାନ୍ତି ପ୍ରାଣି। ପୀତାମ୍ବର, ନୃସିଂହପୁରାଣ।