ଅଦୃଶ୍ୟ Adṛuṡhya
- ସଂ. ବିଣ. (ନଞ ତତ୍; ଅ+ଦୃଶ୍ୟ) — ଯାହା ଦେଖା ଯାଏ ନାହିଁ — Invisible
- ସଂ. ବିଣ. (ନଞ ତତ୍; ଅ+ଦୃଶ୍ୟ) — ଯାହା ଦେଖିବା ଅଯୋଗ୍ୟ — Not fit to be seen
- ସଂ. ବିଣ. (ନଞ ତତ୍; ଅ+ଦୃଶ୍ୟ) — ଅପ୍ରକାଶିତ — Latent
- ଦେ. ବିଣ. (ସଂ. ଅଦୃଶ୍) — ଦୃଷ୍ଟିଶକ୍ତିହୀନ; ଅନ୍ଧ — Blind
- ଦେ. ବି — (ବ୍ୟକ୍ତିର) ଦୃଷ୍ଟିଶକ୍ତିହୀନତା; ଅନ୍ଧତା — Blindness
- ଦେ. ବି — (ସଂ. ଅଦୃଶ୍ୟତା)—ଦେଖା ନଯିବା ଅବସ୍ଥା — Invisibility; state of being invisible