ଅଦୂଷଣ Adūshaṇa

  • ସଂ. ବିଣ. (ବହୁବ୍ରୀହି; ଅ+ଦୂଷଣ) — ନିର୍ଦୋଷ; ଦୋଷରହିତ — Faultless; flawless
  • ସଂ. ବିଣ. (ବହୁବ୍ରୀହି; ଅ+ଦୂଷଣ) — ଯାହାର କୌଣସି ଅଭାବ ନାହିଁ — Defectless
  • ସଂ. ବିଣ. (ବହୁବ୍ରୀହି; ଅ+ଦୂଷଣ) — ଶୁଦ୍ଧ — Pure
  • ସଂ. ବିଣ. (ବହୁବ୍ରୀହି; ଅ+ଦୂଷଣ) — (ହିନ୍ଦି ଶବ୍ଦସାଗର)