ଅଦୃଷ୍ଟ Adṛushṭa

  • ସଂ. ବିଣ. (ଅ+ଦୃଷ୍ଟ) — ଯାହା ଅବଧି ଦେଖାଯାଇ ନାହିଁ — Unseen
  • ସଂ. ବିଣ. (ଅ+ଦୃଷ୍ଟ) — ଅଜ୍ଞାତ — Unknown
  • ସଂ. ବିଣ. (ଅ+ଦୃଷ୍ଟ) — ଅପରୀକ୍ଷିତ — Unobserved
  • ସଂ. ବିଣ. (ଅ+ଦୃଷ୍ଟ) — ଅନନୁଭୂତ — Not experienced
  • ସଂ. ବିଣ. (ଅ+ଦୃଷ୍ଟ) — ଇନ୍ଦ୍ରିୟମାନଙ୍କ ଅଗୋଚର — Unperceived by the senses; imperceptible
  • ସଂ. ବିଣ. (ଅ+ଦୃଷ୍ଟ) — ଅଦୃଶ୍ୟ — Invisible
  • ସଂ. ବିଣ. (ଅ+ଦୃଷ୍ଟ) — ଯାହା ଘଟିବ ବୋଲି ଆଗରୁ ହେଜ କରାଯାଇ ପାରି ନ ଥାଏ — Unforeseen
  • ସଂ. ବିଣ. (ଅ+ଦୃଷ୍ଟ) — ମଞ୍ଜୁର କରାଯାଇ ନ ଥିବା — Unsanctioned (M.W.)
  • ସଂ. ବିଣ. (ଅ+ଦୃଷ୍ଟ) — ବେଆଇନି; ଅନ୍ୟାୟ — Illegal (Apte)
  • ସଂ. ବି. — ବିଷଧର କୀଟାଣୁବିଶେଷ — Name of a venomous invisible creature or animalcule; microbe
  • ସଂ. ବି. — (ଏହା ପୂର୍ବରୁ ମନୁଷ୍ୟକୁ ଜଣା ନ ପଡ଼ିବାରୁ)— (ଶୁଭାଶୁଭ) ଭାଗ୍ୟ; କପାଳ; ଦୈବ — Destiny; luck; fortune
  • ସଂ. ବି. — ଏକଜନ୍ମକୃତ କର୍ମର ଫଳ, ଯାହା ପ୍ରାଣୀ ପରବର୍ତ୍ତୀ ଜନ୍ମରେ ଭୋଗ କରେ — The result of conduct in one life as experienced in a following existence