ଅଦୃଶ୍ୟକରଣ Adṛuṡyakaraṇa

  • ସଂ. ବି. (ଅଦୃଶ୍ୟ+କରଣ) — ଭୋଜବାଜୀଦ୍ୱାରା କୌଣସି ବ୍ୟକ୍ତିକୁ ଅନ୍ୟମାନେ ଦେଖି ନ ପାରିବା ପରି କରିବା — Act of rendering a person invisible by magic
  • ସଂ. ବି. (ଅଦୃଶ୍ୟ+କରଣ) — ଯାଦୁବିଦ୍ୟାର ଗ୍ରନ୍ଥବିଶେଷ — Name of a treatise on magic