ଅଦୂରଦର୍ଶୀ Adūradarṡī

  • ସଂ. ବିଣ (ଅ+ଦୂରଦର୍ଶିନ୍; 1 ମା. 1 ବ.) — ଯେ ଦୂରଦର୍ଶୀ ନୁହେ — Not far-seeing
  • ସଂ. ବିଣ (ଅ+ଦୂରଦର୍ଶିନ୍; 1 ମା. 1 ବ.) — ଯେଉଁ ବ୍ୟକ୍ତି ଆଗପଛ ନ ବିଚାରି କାମ କରେ — Improvident; imprudent