ଅତିବେଳ Atibeḻa

  • ସଂ. ବିଣ. (ଅତି+ବେଳା; ଅବ୍ୟୟୀଭାବ; ଯାହା ବେଳା ଅତିକ୍ରମ କରିଅଛି) — ସୀମାକୁ ଟପିଥିବା — Exceeding the limits
  • ସଂ. ବିଣ. (ଅତି+ବେଳା; ଅବ୍ୟୟୀଭାବ; ଯାହା ବେଳା ଅତିକ୍ରମ କରିଅଛି) — ଅତିକ୍ରାନ୍ତମର୍ଯ୍ୟାଦା; ଯାହା ମର୍ଯ୍ୟାଦା ଅତିକ୍ରମ କରିଅଛି — Indecorous; past all rule of decrum
  • ସଂ. ବିଣ. (ଅତି+ବେଳା; ଅବ୍ୟୟୀଭାବ; ଯାହା ବେଳା ଅତିକ୍ରମ କରିଅଛି) — ଅସୀମ — Boundless
  • ସଂ. ବିଣ. (ଅତି+ବେଳା; ଅବ୍ୟୟୀଭାବ; ଯାହା ବେଳା ଅତିକ୍ରମ କରିଅଛି) — ନିରୂପିତ ସମୟ ଗଡ଼ିବା ପରେ ଘଟିଥିବା — Happening after due time
  • ସଂ. ବିଣ. (ଅତି+ବେଳା; ଅବ୍ୟୟୀଭାବ; ଯାହା ବେଳା ଅତିକ୍ରମ କରିଅଛି) — ତମାଦି ହୋଇଥିବା — Barred by limitation