ଅତିଭକ୍ତି Atibhakti

  • ଦେ. ବି. (ବ୍ୟଙ୍ଗ) — ଲୋକଙ୍କୁ ଦେଖାଇବାପାଇଁ ଆଚରିତ ଅତିରିକ୍ତ ପରିମାଣରେ ଭକ୍ତି; ବାହ୍ୟଭକ୍ତି — Show of excessive devotion
  • ଦେ. ବି. (ବ୍ୟଙ୍ଗ) — ଅତି ଭକ୍ତି ଚୋରର ଲକ୍ଷଣ—ଢଗ।