ଅତିବୃତ୍ତ Atibṛuta

  • ସଂ. ବିଣ. (ଅତି+ବୃତ ଧାତୁ+କର୍ମ. ତ) — ଅତିକ୍ରାନ୍ତ (ଦେଖ) — Atikrānta (See)
  • ସଂ. ବିଣ. (ଅତି+ବୃତ ଧାତୁ+କର୍ମ. ତ) — ଉଦ୍ବୃତ୍ତ; ବଳି ପଡ଼ିବା — Surplus; remaining over