ଅତିବିସ୍ତର Atibistara

  • ସଂ. ବି. (ଅତି+ବି+ସ୍ତୃ ଧାତୁ+ଭାବ. ଅ) — ବାକ୍ୟ ବାହୁଲ୍ୟ — Prolixity
  • ସଂ. ବି. (ଅତି+ବି+ସ୍ତୃ ଧାତୁ+ଭାବ. ଅ) — ଅତିଶୟ ବିସ୍ତୃତ — Diffusion
  • ସଂ. ବି. (ଅତି+ବି+ସ୍ତୃ ଧାତୁ+ଭାବ. ଅ) — (ଯଥା—ଭଦ୍ର ସମାଜର ଓଡ଼ିଆ ଚିଠି ଶେଷରେ ସଂ. ଅଳମତି ବିସ୍ତରେଣ (=ବାକ୍ୟ ବାହୁଲ୍ୟ ନିଷ୍ପ୍ରୟୋଜନ) ଲେଖାଯାଏ।]