ଅତିଭା Atibā

  • ଦେ. ବି. (ସଂ. ଅତି+ସଂ. ଭା) — ଅତିଶୟ ଶୋଭା — Great splendour or beauty
  • ଦେ. ବି. (ସଂ. ଅତି+ସଂ. ଭା) — ବ୍ରତତୀତତି ଜୟନ୍ତୀ ଅତିଭା ବାସନ୍ତୀ / ବାସନ୍ତୀ ସତିରେ! ଫୁଲ୍ଲ ଫୁଲରେ ପ୍ରବର୍ତ୍ତି। ଭଞ୍ଜ, ବୈଦେହୀଶବିଳାସ, 19 । 4 । — ବ୍ରତତୀତତି ଜୟନ୍ତୀ ଅତିଭା ବାସନ୍ତୀ / ବାସନ୍ତୀ ସତିରେ! ଫୁଲ୍ଲ ଫୁଲରେ ପ୍ରବର୍ତ୍ତି ଭଞ୍ଜ, ବୈଦେହୀଶବିଳାସ,194