ଅଣ୍ଟିଧନ Aṇṭidhana

  • ଦେ. ବି — ଅଣ୍ଟିରେ ରଖାଯିବା ଧନ — Property or money kept in the folds of one's garment
  • ଦେ. ବି — ଗଣ୍ଠିଧନ; ଯତ୍ନରକ୍ଷିତ ଧନ — Property kept with much care
  • ଦେ. ବି — ମନୁଷ୍ୟର ପ୍ରିୟତମ ବସ୍ତୁ ବା ବ୍ୟକ୍ତି — One's dearly beloved thing or person
  • ଦେ. ବି — ଅତି ଯତ୍ନରେ ପାଳିତ (ବ୍ୟକ୍ତି) — (a person) Brought up with fondness and care
  • ଦେ. ବି — ଅଣ୍ଟିଧନ ତଣ୍ଟିକାଟେ—ଢଗ।