ଅଣ୍ଟାସୂତା Aṇṭāsūtā

  • ଦେ. ବି—(ସଂ. କଟି+ସୂତ୍ର) — କରଧୁନୀ; କରସୂତା; ଅଣ୍ଟାରେ ପିନ୍ଧାଯିବା ସରୁ ଦଉଡ଼ି — A string worn round the waist
  • ଦେ. ବି—(ସଂ. କଟି+ସୂତ୍ର) — ଧାତୁନିର୍ମିତ କଟିସୂତ୍ର — A mental chain for the waist; waist-chain