ଅଣ୍ଟିବା Aṇṭibā
- ଦେ. କ୍ରି. (ସଂ. ଅଟନ=ଚଳନ) — ପ୍ରଯୋଜନାରୂପ ହେବା; ପର୍ଯ୍ୟାପ୍ତ ହେବା; ଯଥେଷ୍ଟ ହେବା — To suffice; to be sufficient for one's requirements
- ଦେ. କ୍ରି. (ସଂ. ଅଟନ=ଚଳନ) — କଲେ ତା ଭୋଗେ ଅଭିଳାଷ ଲବ / ଅଣ୍ଟିବ ନାହିଁଟି ନବ ପଲ୍ଲବ। କବିସୂର୍ଯ୍ୟ, ସଙ୍ଗୀତ।
- ଦେ. କ୍ରି. (ସଂ. ଅଟନ=ଚଳନ) — ସମ୍ଭାଇବା — To be sufficient to fill up; to be held or contained in
- ଦେ. କ୍ରି. (ସଂ. ଅଟନ=ଚଳନ) — (ଯଥା—ଏ ଘୁମକୁ ପାଞ୍ଚ ଗଉଣି ଧାନ ଅଣ୍ଟିବ ନାହିଁ)