ଅଣ୍ଟିନିଆଁ Aṇṭiniāñ

  • ଦେ. ବି—(ଲକ୍ଷଣାର୍ଥ; ଆପଣା ପିନ୍ଧିଥିବା ଲୁଗାର ଅଣ୍ଟିରେ ନିଆଁ ରଖିଲେ ତାହା ମନୁଷ୍ୟକୁ ପୋଡ଼ି ପକାଏ; ସୋହି ଲକ୍ଷଣାରୁ) — ନିଜର ପରିବାରର କୌଣସି ନିନ୍ଦାଜନକ ବା ଅନିଷ୍ଟକର ଗୁପ୍ତ କଥା — Serious compronising family-secret
  • ଦେ. ବି—(ଲକ୍ଷଣାର୍ଥ; ଆପଣା ପିନ୍ଧିଥିବା ଲୁଗାର ଅଣ୍ଟିରେ ନିଆଁ ରଖିଲେ ତାହା ମନୁଷ୍ୟକୁ ପୋଡ଼ି ପକାଏ; ସୋହି ଲକ୍ଷଣାରୁ) — ନିଜ ପରିବାରର କୌଣସି ବ୍ୟକ୍ତ ଦ୍ୱାରା କୃତ ଦୁଷ୍କ୍ରିୟା — Any misdeed done by a member of one's family