ଅଣ୍ଟିକଟା Aṇṭikaṭā

  • ଦେ. ବି — ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତିର ପିନ୍ଧା ଲୁଗାର ଅଣ୍ଟିକୁ (ବସ୍ତ୍ରଗ୍ରନ୍ଥି) କାଟି ଅଣ୍ଟିରେ ଥିବା ଧନକୁ ଚୋରି କରେ — A pickpocket
  • ଦେ. ବି — ଦଗାବାଜ୍ — A cheat